ଚେତନା ପବ୍ଲିକ ସ୍କୁଲରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ବର: ସ୍ଥାନୀୟ ଶୈଳଶ୍ରୀ ବିହାର ସ୍ଥିତ ଚେତନା ପବ୍ଲିକ ସ୍କୁଲ ପରିସରରେ ପୂର୍ଣ୍ଣ କୋଭିଡ-୧୯ ମାର୍ଗଦର୍ଶିକାକୁ ଅନୁସରଣ କରି ଦେଶର ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି। ପ୍ରାତ ଆଠ ଘଟିକା ସମୟରେ ବିଦ୍ୟାଳୟର ଅଧ୍ୟକ୍ଷା ବୈଜୟନ୍ତୀ ଦାସ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହି ଶୁଭ ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ଗଣ ଯୋଗଦାନ କରି ଏହି ପବିତ୍ର ଉସ୍ଛବ କୁ ଉପଭୋଗ କରିଥିଲେ।
 
 
 
 
powered by social2s