ଓଡ଼ିଶାର ୨୩ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାର ୨୩ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଜୁନ ୧ ରୁ ଅଗଷ୍ଟ ୧୭ ଯାଏଁ ନିଅଣ୍ଟିଆ ବୃଷ୍ଟିପାତ। ହାରାହାରି ୨୯ ପ୍ରତିଶତ କମ ବର୍ଷା ରେକର୍ଡ। ରାଜ୍ୟର ୭ ଟି ଜିଲ୍ଲାରେ ହୋଇଛି ସ୍ୱାଭାବିକ ବୃଷ୍ଟିପାତ।

powered by social2s