ଏଣିକି ୟୁଟ୍ୟୁବ୍ ମାଧ୍ୟମରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ପାଠପଢ଼ା ଭୁବନେଶ୍ୱର: ଏଣିକି ୟୁଟ୍ୟୁବ୍ ମାଧ୍ୟମରେ ଏକାଦଶ ଓ ଦ୍ବାଦଶ ଛାତ୍ରଛାତ୍ରୀ ପାଠ ପଢ଼ି ପାରିବେ ବୋଲି କହିଛନ୍ତି ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଘରେ ରହି ୟୁଟ୍ୟୁବ୍ ରେ ସମସ୍ତ ସିଲାବସ ପଢ଼ିପାରିବେ ଛାତ୍ରଛାତ୍ରୀ ।
powered by social2s

