ଓଡ଼ିଶାର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶାର ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ ବୋଲି ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଶିଶୁଙ୍କ ସମେତ ସବୁ ବୟସର ବ୍ୟକ୍ତିଙ୍କୁ ଏହି ସର୍ଭେ ରେ ସାମିଲ କରାଯିବ। ହର୍ଡ ଇମ୍ୟୁନିଟି ଜାଣିବା ପାଇଁ କରାଯିବ ସର୍ଭେ। ପୂର୍ବରୁ ଜାତୀୟ ସେରୋ ସର୍ଭେ ରେ ରାଜ୍ୟର ୩ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଥିଲା। ଏବେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ହେବ ରାଜ୍ୟ ସେରୋ ସର୍ଭେ।

powered by social2s