ଭୁବନେଶ୍ୱର: କୋଭିଡ଼ ଟିକାକରଣରେ ରେକର୍ଡ଼ ସୄଷ୍ଟି କରିଛି ଓଡ଼ିଶା। ରାଜ୍ୟରେ ୨ କୋଟି ୨୧ ହଜାର ୮୧୪ ଜଣ ଲୋକ ଟିକା ନେଇସାରିଛନ୍ତି। ପ୍ରଥମ ଡୋଜ ନେଇଛନ୍ତି ୧ କୋଟି ୫୩ ଲକ୍ଷ ୮୭ ହଜାର ୫୭୨ ଜଣ ବ୍ୟକ୍ତି। ସେହିଭଳି ଦ୍ୱିତୀୟ ଡୋଜ ନେଇଛନ୍ତି ୬୪ ଲକ୍ଷ ୩୪ ହଜାର ୨୪୨ ଜଣ। ରାଜ୍ୟରେ ମୋଟ ୧୦୧୪ ଟି କେନ୍ଦ୍ର ରେ ଟିକାକରଣ ଚାଲିଛି।
powered by social2s


