ଭୁବନେଶ୍ୱର: ସେପ୍ଟେମ୍ବର ୧ ତାରିଖରୁ କୋଭିଡ କଟକଣାରେ ଖୋଲିବ ଲିଙ୍ଗରାଜ ମନ୍ଦିର। କେବଳ ଦୁଇ ଡୋଜ କୋଭିଡ ଟୀକା ନେଇଥିବା ବ୍ୟକ୍ତିଙ୍କୁ ମିଳିବ ପ୍ରବେଶ ଅନୁମତି। ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ ବୋର୍ଡ ଓ ସେବାୟତ ଙ୍କ ମଧ୍ୟରେ ଅନୁଷ୍ଠିତ ଏକେ ବୈଠକରେ ନିଆଯାଇଛି ନିଷ୍ପତ୍ତି।
powered by social2s