ଭୁବନେଶ୍ୱର: ଦୁଇ ଜଣ ଓଡ଼ିଆ ଶିକ୍ଷକ ୨୦୨୧ ର ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ବୋଲି ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭଦ୍ରକ ଜିଲ୍ଲାର ସରକାରୀ ସ୍କୁଲ ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର କଣମଣା ସ୍କୁଲର ଶିକ୍ଷକ ଅଜିତ ସେଠୀ ହେବେ ପୁରସ୍କୃତ।
powered by social2s

