ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ହେବ RT-PCR ଟେଷ୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଓ କମାଚାରୀଙ୍କର ହେବ RT-PCR ଟେଷ୍ଟ। ଆସନ୍ତା ୨୯, ୩୦ ଓ ୩୧ ତିନି ଦିନ ହେବ ଟେଷ୍ଟ। ପ୍ରତିଦିନ ଦୁଇଟି ଦଫାରେ ହେବ ଟେଷ୍ଟ। ସକାଳ ୮:୩୦ ରୁ ଦିନ ୧:୩୦ ଓ ଅପରାହ୍ନ ୩ଟା ରୁ ୫ଟା ଯାଏଁ ହେବ ଟେଷ୍ଟ। ଟୀକା ନେଇନଥିବା ବ୍ୟକ୍ତିଙ୍କୁ ବିଧାନସଭା ପ୍ରବେଶ ମନା ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ।

powered by social2s