ଅଗଷ୍ଟ ୨୩ ରୁ ଖୋଲିବ ଆଖଣ୍ଡଳମଣି ମନ୍ଦିର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭଦ୍ରକ: ଅଗଷ୍ଟ ୨୩ ତାରିଖରୁ ଖୋଲିବ ଭଦ୍ରକ ଜିଲ୍ଲାରେ ଥିବା ବାବା ଆଖଣ୍ଡଳମଣି ମନ୍ଦିର। କୋଭିଡ କଟକଣା ମଧ୍ୟରେ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ତେବେ ୬୫ ବର୍ଷରୁ ଅଧିକ ଓ ୧୦ ବର୍ଷରୁ କମ ବୟସ ର ବ୍ୟକ୍ତିଙ୍କ ମନ୍ଦିର ପ୍ରବେଶ ଉପରେ ଲଗାଯାଇଛି କଟକଣା। ଶ୍ରଦ୍ଧାଳୁ ମନ୍ଦିରକୁ ପ୍ରଵେଶ କରିବା ସମୟରେ ନେଇ ପାରିବେନି ଭୋଗ। ସକାଳ ୬ଟା ରୁ ରାତି ୮ଟା ଯାଏଁ ଖୋଲା ରହିବ ମନ୍ଦିର।

powered by social2s