ଭୁବନେଶ୍ୱର: ଅଗଷ୍ଟ ୨୭ ରେ ବସିବ ସର୍ବଦଳୀୟ ବୈଠକ। ସେପ୍ଟେମ୍ବର ୧ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବାରୁ ବୈଠକ ଡାକିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ମୌସୁମୀ ଅଧିବେଶନ ସୁରୁଖୁରୁରେ ପରିଚାଳନା ନେଇ ବୈଠକରେ ହେବ ଆଲୋଚନା। କୋଭିଡ କଟକଣାରେ ଚାଲିବ ଅଧିବେଶନ।
powered by social2s