ଯାଜପୁର ରୋଡ: ଯାଜପୁର ପାଣିକୋଇଲି ଟୋଲ ପ୍ଲାଜାରେ ଉତ୍ତେଜନା ଦେଖିବାକୁ ମିଳିଛି। ଟୋଲ ଗେଟ କର୍ମଚାରୀ ଜଣେ କାର ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ଯୋଗୁଁ ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
powered by social2s

