ଓଡିଶାରେ ଜୁଲାଇ ଓ ଅଗଷ୍ଟ ରେ ହୋଇଛି କମ୍ ବର୍ଷା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡିଶାରେ ଜୁଲାଇ ଓ ଅଗଷ୍ଟ ମାସରେ କମ୍ ବର୍ଷା ହୋଇଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ମହାପାତ୍ର ଙ୍କ କହିବା ଅନୁଯାୟୀ, ବଙ୍ଗୋପସାଗର ରେ ଲଘୁଚାପ ସଂଖ୍ୟା କମିବାରୁ ରାଜ୍ୟରେ ସ୍ୱଳ୍ପ ବୃଷ୍ଟିପାତ ରେକର୍ଡ କରାଯାଇଛି। ଆଗାମୀ ୫ ଦିନରେ ବେଶି ବର୍ଷା ହେବାର ଆଶଙ୍କା ନାହିଁ। ପ୍ରତିବର୍ଷ ୧୩ ରୁ ୧୪ ଟି ଲଘୁଚାପ ସୃଷ୍ଟି ହୋଇଥାଏ। ଏହା ତୁଳନାରେ ଚଳିତ ବର୍ଷ କମ୍ ଲଘୁଚାପ ସୃଷ୍ଟି ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

powered by social2s