ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୂପା କବାଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିରର ସିଂହଦ୍ଵାରରେ ଲାଗୁବ ରୂପା କବାଟ। ଏନେଇ ଆଜି ଭୁବନେଶ୍ୱର ମୁନିସିପାଳ କର୍ପୋରେସନ କମିଶନର ସଞ୍ଜୟ ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ପରିସର ମରାମତି କରାଯିବା ସହିତ ଗର୍ଭଗୃହ ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ନିଆଯିବ ପଦକ୍ଷେପ। ବୈଠକରେ Archeological Survey of India (ASI) ଅଧିକାରୀ ଓ ବିଭିନ୍ନ ନିଯୋଗର କର୍ମକର୍ତା ଥିଲେ ସାମିଲ । ସୂଚନା ଅନୁଯାୟୀ ମନ୍ଦିର ପରିଦର୍ଶନ ରେ ଆସିବ ASI ର ଏକ ଟିମ୍।

powered by social2s