ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ନେଇ ସଂଶୋଧନ ଆସିବ। ଏ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ କହିବା ଅନୁଯାୟୀ ଏଥର ନିର୍ବାଚନରେ ସଂଗ୍ରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିଛି। OBC ସଂଗ୍ରକ୍ଷଣ ନେଇ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରାଯାଉଛି, କିନ୍ତୁ କୌଣସି ନିଷ୍ପତି ନିଆ ଯାଉନାହିଁ। ସଂସଦରେ କୌଣସି ବ୍ୟବସ୍ଥା କରୁନାହାନ୍ତି କେନ୍ଦ୍ର ସରକାର। ଆମେ ଦଳୀୟ ଭିତ୍ତିରେ ୨୭ ପ୍ରତିଶତ OBC ସଂଗ୍ରକ୍ଷଣ ନେଇ ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି ମନ୍ତ୍ରୀ।
powered by social2s

