ଭୁବନେଶ୍ୱର: ଭୁବନେଶ୍ୱର ରେ ବୁଧବାର ସୁଦ୍ଧା ୨୧ଲକ୍ଷ ୬ହଜାର ୪୮୨ ଡୋଜ ଦିଆଯାଇଛି।ସୂଚନା ଅନୁଯାୟୀ ୧୧ଲକ୍ଷ ୭୨ହଜାର ୧୮୨ଜଣ ପ୍ରଥମ ଡୋଜ ନେଇଛନ୍ତି ଏବଂ ୯ଲକ୍ଷ ୩୪ହଜାର ୩୦୦ଜଣଙ୍କୁ ଦ୍ଵିତୀୟ ଡୋଜ ଦିଆଯାଇଛି। ଦେଶରେ ୬୦କୋଟି ଟପିଲାଣି ଟୀକାକରଣ।
powered by social2s