ଲିଙ୍ଗରାଜ ମନ୍ଦିରରେ ASI ଟିମ୍ ର ଅନୁଧ୍ୟାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times
 
 
ଭୁବନେଶ୍ୱର: ଆଜି ଲିଙ୍ଗରାଜ ମନ୍ଦିରରେ Archeological Survey of India (ASI) ପକ୍ଷରୁ  ଲିଙ୍ଗରାଜ ମନ୍ଦିରର ଅନୁଧ୍ୟାନ କରାଯାଇଛି।
 
ASI ଅଧିକ୍ଷକ ଅରୁଣ ମଲିକ, ଭୁବନେଶ୍ୱର ମୁନିସିପାଲ କର୍ପୋରେସନ କମିଶନର ସଞ୍ଜୟ ସିଂହ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ଅଧିକାରୀ ଓ ବିଭିନ୍ନ ନିଯୋଗ ମନ୍ଦିର ର ରକ୍ଷଣାବେକ୍ଷଣ ନେଇ ଆଲୋଚନା କରିଛନ୍ତି।
 
ମନ୍ଦିରର ଗର୍ଭଗୃହ ଓ ଅନ୍ୟ ସ୍ଥାନରେ ବର୍ଷା ପାଣି ପଡ଼ିବା ନେଇ ସେବାୟତଙ୍କ ଅଭିଯୋଗ ପରେ ଏହି ଅନୁଧ୍ୟାନ କରାଯାଇଛି।
 
ପୂର୍ବରୁ ମନ୍ଦିରର ସିଂହଦ୍ଵାର କବାଟ କୁ ରୁପା କବାଟ କରାଯିବା ପାଇଁ ସେବାୟତ ମାନେ ଦାବି କରିଥିଲେ।
 
 
 
powered by social2s