ଭୁବନେଶ୍ୱର: ତୃତୀୟ ଲହରକୁ ଦେଖି ପାର୍ବଣ ପାଇଁ ଆସିବ ନୂଆ ଗାଇଡ଼ ଲାଇନ। ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ପାର୍ବଣରେ କଟକଣା ଜାରି ରଖିବାକୁ ରାଜ୍ୟକୁ ନିର୍ଦେଶ ଦେଇଛି କେନ୍ଦ୍ର। ଉଚିତ ସମୟରେ ରାଜ୍ୟ ସରକାର ପାର୍ବଣ ପାଇଁ ଗାଇଡ଼ଲାଇନ ଆଣିବେ।
powered by social2s