"ସାଗର ବେଳା ରେ ନିସଙ୍ଗ ପଥ ରେ
ଏକୁଟିଆ ଚାଲୁଥାଇ
"ଶାନ୍ତି ର ସନ୍ଧାନେ ଦିଗ ହରା ହୋଇ
ବାଲୁକା ରେ ମିଶୁଥାଇ।।।।
"ରାତ୍ରି ର ଅନ୍ଧାରେ ଜହ୍ନ ଆଲୋକରେ
ନିର୍ଜନତା ଘାରୁଥାଇ
ଶାନ୍ତି ର ସନ୍ଧାନେ ଉତ୍କଣ୍ଠିତ ହୋଇ
ସପନ ରେ ଭାସୁଥାଇ।।।
"ନୀରବ ହୃଦୟ ନିଶ୍ଚଳ ଅଚଳ
ଶାନ୍ତି ର ସନ୍ଧାନେ ଅବଶୋଷ ପ୍ରାୟ।।ଲେଖିକା
ସୁଶ୍ରୀ ଇନ୍ଦିରା ପ୍ରିୟଦର୍ଶିନୀ
powered by social2s

