ସେପ୍ଟେମ୍ବରରେ ଅଧା ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ସେପ୍ଟେମ୍ବର ମାସରେ ଅଧା ଓଡ଼ିଶାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ସ୍ଵାଭାବିକ ଠାରୁ କମ ବର୍ଷା ହୋଇପାରେ। ରାଜ୍ୟରେ ଜୁନ ୧ ରୁ ସେପ୍ଟେମ୍ବର ୧ ମଧ୍ୟମରେ ସ୍ୱାଭାବିକ ଠାରୁ ୨୯ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି। ଦେଶରେ ସେପ୍ଟେମ୍ବର ମାସରେ ୧୭୦ ମିଲିମିଟରରୁ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପଣିପାଗ ବିଭାଗ।

powered by social2s