ଭୁବନେଶ୍ୱରରେ ଦୁଇଟି ଚୋରା ବନ୍ଧୁକ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇଟି ଚୋରା ବନ୍ଧୁକ ଜବତ ହୋଇଥିବା ସୂଚନା ମିଳିଛି। ବନ୍ଧୁକ ବିକ୍ରି ପାଇଁ ଡିଲ ହେଉଥିବା ବେଳେ ଦୁଇ ଜଣଙ୍କୁ ଧରିଲା ପୋଲିସ। ବନ୍ଧୁକ ବ୍ୟବସାୟୀ କୋଲକାତାର ହୋଇଥିବା ଜଣାପଡ଼ିଛି।

powered by social2s