ପାର୍ବଣ ପୂଜା ନେଇ କଟକ ଶାନ୍ତି କମିଟିର ବୈଠକରେ ହୋହଲ୍ଲା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପାର୍ବଣ ପୂଜା ନେଇ କଟକ ଶାନ୍ତି କମିଟିର ବୈଠକରେ ହୋହଲ୍ଲା 

 

କଟକ: ପାର୍ବଣ ପୂଜା ନେଇ ଆଜି କଟକ ମହାନଗର ଶାନ୍ତି କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ମୁର୍ତ୍ତି ଉଚ୍ଚତା ୮ ଫୁଟ କରିବାକୁ ଦାବି କରାଯାଇଥିଲା। କିଛି କମିଟି ସରକାରୀ ନିଷ୍ପତିକୁ ସମର୍ଥନ କରିବାରୁ ପାଟିତୁଣ୍ଡ ହୋଇଥିଲା। କଟକ ଫିରିଙ୍ଗି ବଜାର ପୂଜା କମିଟିର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ କହିବା ଅନୁଯାୟୀ,ଆମେ ରାଜ୍ୟ ସରକାରଙ୍କୁ ଦୁଇଟି କଥା କହୁଛୁ ଯେ ମୂର୍ତ୍ତିର ଉଚ୍ଚତା ୪ ଫୁଟ ବଦଳରେ ୮ ଫୁଟ କରିବା ପାଇଁ ଅନୁମତି ଦିଆଯାଉ ଓ ପୂଜା ବେଳେ ପରଦା ନ ପଡ଼ୁ।

powered by social2s