ଜଳେଶ୍ବର: ବାଲେଶ୍ଵର ଜିଲ୍ଲାର ଜଳେଶ୍ବରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ। ବସ୍ତା ବ୍ଲକ୍ ର ମଥାନୀରେ ବିପଦ ସଂକେତ ୫.୫ ମିଟର ରହିଥିଲା ବେଳେ ଜଳସ୍ତର ୫.୭ ମିଟରରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ତେବେ ଜଳସ୍ତର ୬ ମିଟର ଟପିଲେ ଦୁଇଟି ବ୍ଲକ୍ ର ୭ ଟି ପଞ୍ଚାୟତ ପ୍ରଭାବିତ ହେବ।
powered by social2s

