ଭୁବନେଶ୍ୱର ଓ କଟକ ସହର ପାଇଁ ଝଡ଼ିବର୍ଷା ସତର୍କତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଦିନ ୪ ଟା ଯାଏଁ ଭୁବନେଶ୍ୱର ଓ କଟକ ସହରରେ ଝଡ଼ିବର୍ଷା ହେବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବା ନେଇ ସାତର୍କ କରାଇଛି ଭୁବନେଶ୍ୱର ଆଞ୍ଚଳିକ ପଣିପାଗ କେନ୍ଦ୍ର। ଏ ଭଳି ପାଗରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

powered by social2s