ଓଡ଼ିଶାର ପୁରୀରେ ସର୍ବାଧିକ ବର୍ଷା ରେକର୍ଡ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ଓଡ଼ିଶାର ପୁରୀ ଜିଲ୍ଲାରେ ସର୍ବାଧିକ ୧୮୧.୭ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୧୨୨.୩ ମିମି ବର୍ଷା ହୋଇଛି। ପାରାଦୀପରେ ୫୩.୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବାପାତ ର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

powered by social2s