ଜଗତସିଂହପୁର ମାଛଗାଁ ପ୍ରାଥମିକ ସ୍ୱାସ୍ଥ୍ୟ ପଶିଲା ବର୍ଷା ପାଣି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରେ ଥିବା ମାଛଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ଷା ପାଣି ପଶି ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ତିନି ଫୁଟ ଉଚ୍ଚ ର ବର୍ଷା ପାଣି ପ୍ରବାହିତ ହେଉଛି। ମାଛଗାଁ ପଶୁ ଚିକିତ୍ସା କେନ୍ଦ୍ରରେ ମଧ୍ୟ ବର୍ଷା ଜଳ ପଶିଯାଇଥିବା ସୂଚନା ମିଳିଛି।

powered by social2s