ମହାନଦୀରେ ବନ୍ୟା ଆଶଙ୍କା ନାହିଁ: ଏସଆରସି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର:ମହାନଦୀରେ ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ନାହିଁ ବୋଲି କହିଲେ ସ୍ୱତନ୍ତ୍ର ରିଲିଫି କମିଶନର (ଏସଆରସି) ପ୍ରଦୀପ ଜେନା । ଏସଆରସି ବର୍ଷା କ୍ଷୟକ୍ଷତିର ଆକଳନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ରାଜ୍ୟର ୧୦ ଟି ଜିଲ୍ଳାରେ ୨୦୦ ମି.ମି ବର୍ଷା ରେକର୍ଡ ହୋଇଛି। ନବରଙ୍ଗପୁର ଜିଲ୍ଲାକୁ ଛାଡ଼ିଦେଲେ ବାକି ସବୁ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି।ସବୁଠାରୁ ଅଧିକ ପୁରୀ ଜିଲ୍ଲାର ଅସ୍ତରଙ୍ଗ , କାକଟପୁର ଓ ବୀର ମହାରାଜପୁରରେ ୫୦୦ ମି.ମି ଉପରେ ବର୍ଷା ହୋଇଛି । ବର୍ଷା ବିତ୍ପାତ ଯୋଗୁ ଗତକାଲି ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ଜୀବନ ଯାଇଛି।

powered by social2s