କଟକ: ଓଡ଼ିଶା ହାଇକୋର୍ଟ କୁ ଗଲା କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବୃଦ୍ଧି ମାମଲା। ପାରମ୍ପରିକ ଭାବେ ମୂର୍ତ୍ତି ତିଆରି ଓ ପୂଜା ଅନୁମତି ପାଇଁ କୋର୍ଟରେ ରିଟ ପିଟିସନ ଦାଖଲ କଲା କଟକର ବାଲୁବଜାର ପୂଜା ମଣ୍ଡପ। ମାମଲାରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନର ପକ୍ଷଭୁକ୍ତ ହୋଇଛନ୍ତି।
powered by social2s

