ପୁରୀ: ଆସନ୍ତାକାଲି ପୁରୀ ଶ୍ରୀମନ୍ଦିରରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ। ସୁନିଆ ପର୍ବ, ବାମନ ଜନ୍ମ ବିଶେଷ ନୀତି ଲାଗି ଜାରି ହୋଇଛି କଟକଣା। କନ୍ୟା ସଂକ୍ରାନ୍ତି, ଶ୍ରାବଣା ମକର ନକ୍ଷେତ୍ର ସନ୍ ୧୪୨୯ ସାଲ ଆରମ୍ଭ ହୋଇଛି। ସାଲ ଆରମ୍ଭ ପାଇଁ ଶ୍ରୀମନ୍ଦିରରେ ପାଳନ ହେବ ବିଶେଷ ନୀତି।
powered by social2s