ବୃଦ୍ଧି ହେଲା ଯୁକ୍ତ ତିନି ପ୍ରଥମ ସିଲେକ୍ସନ ଆଡ୍ମିସନ ଅବଧି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବୃଦ୍ଧି ହେଲା ଯୁକ୍ତ ତିନି ପ୍ରଥମ ସିଲେକ୍ସନ ଆଡ୍ମିସନ ପ୍ରକ୍ରିୟା ଅବଧି। ଆଡ୍ମିସନ ଅବଧି ଦୁଇ ଦିନ ବୃଦ୍ଧି ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜି ଶେଷ ହେବାର ଥିଲା, ୧୮ ତାରିଖ ପର୍ଯ୍ୟନ୍ତ ବଢ଼ିଲା। ଅଫଲାଇନ ଫି ଦାଖଲ ପାଇଁ ମଧ୍ୟ ଅବଧି ୧୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ଦ୍ୱିତୀୟ ମେଧା ତାଲିକା ୨୧ ବଦଳରେ ୨୩ ରେ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।

powered by social2s