ଦ୍ୱିତୀୟ ଡୋଜ ଟୀକା ନେବାକୁ ଆଗ୍ରହ ଦେଖାଉନାହାନ୍ତି ଲୋକେ: ଓଡ଼ିଶା ପରିବାର କଲ୍ୟାଣ ନିର୍ଦେଶକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦ୍ୱିତୀୟ ଡୋଜ ନେବାକୁ ଆଗ୍ରହ ଦେଖାଉନାହାନ୍ତି ଲୋକେ ବୋଲି ସୂଚନା ଦେଇଛନ୍ତି ଓଡିଶା ପରିବାର କଲ୍ୟାଣ ନିର୍ଦେଶକ ବିଜୟ ମହାପାତ୍ର। ମହାପାତ୍ର କହିବା ଅନୁଯାୟୀ, ମାତ୍ର ୬୫ ଲକ୍ଷ୍ୟ ଅର୍ଥାତ ୨୮ ପ୍ରତିଶତ ନେଇଛନ୍ତି ଦ୍ୱିତୀୟ ଡୋଜ କୋଭିଡ ଟୀକା। ଟୀକା ନେବାକୁ ଲୋଜଙ୍କୁ ମେସେଜ ଦେବା ସତ୍ତ୍ୱେ ବି ଆସୁନାହାନ୍ତି, ଦ୍ୱିତୀୟ ଡୋଜ ନେଉ ନଥିବା ବ୍ୟକ୍ତିଙ୍କ ତାଲିକା ଜିଲ୍ଲା ସ୍ତରରେ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

powered by social2s