ଭୁବନେଶ୍ୱର: ଓଡ଼ିଶାରେ କୌଣସି ବାତ୍ୟା ସମ୍ଭାବନା ନାହିଁ ବୋଲି ଆଜି India Meteorological Department (IMD) ସ୍ପଷ୍ଟ କରିଛି। ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ମାସ ଶେଷକୁ ବାତ୍ୟା ହେବା ନେଇ ବିଭିନ୍ନ ସ୍ଥାନରେ ହେଉଥିଲା ଚର୍ଚ୍ଚା ।
powered by social2s

