ପୁରୀ: ଆଉ ଏକ ବର୍ଷ ପାଇଁ ପୁରୀ ସୁବର୍ଣ୍ଣ ବେଳାଭୂମି ପାଇଲା ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା। ମାନ୍ୟତା ପ୍ରଦାନ କଲା ଡେନମାର୍କ ର ଫି ସଂସ୍ଥା। ୨୦୨୦ ରେ ପୁରୀ ଗ୍ଲୋଡେନ ବିଚ୍ ସମେତ ଦେଶ ର ୮ ଟି ବିଚ୍ କୁ ମଲିଥିଲା ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା।ଏଥି ସହ ଆଉ ୨ ଟି ବିଚ୍ ତାମିଲନାଡୁ ର କୋଭଲମ ଓ ପୁଡୁଚେରୀ ର ଇଡେନ କୁ ମଧ୍ୟ ମିଳିଲା ମାନ୍ୟତା।
powered by social2s

