ଭୁବନେଶ୍ୱର: ଆଜି ଦିଲ୍ଲୀ ଗସ୍ତରେ ଯିବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗ ଦେବେ । କେନ୍ତ୍ରମନ୍ତ୍ରୀ ଅମିତ୍ ଶାହା ଙ୍କ ଅଧ୍ୟକ୍ଷତାରେ ଗୃହମନ୍ତ୍ରାଳୟ ର ବୈଠକ ବସିବ । ସେଠାରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅଂଶଧନ ଏବଂ ବକେୟା ଅର୍ଥପ୍ରଦାନ ପ୍ରସଙ୍ଗ ଉଠାଇପରାନ୍ତି। ଏଥିସହିତ ମାଓ ମୁକାବିଲାକୁ ନେଇ କେନ୍ଦ୍ରକୁ ଅବଗତ କରାଇବେ।
powered by social2s

