ଭୁବନେଶ୍ୱର: ଭକ୍ତ ଦାସିଆ ବାଉରୀ ଙ୍କ ଜନ୍ମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀମତୀ ପ୍ରତିଭା ମହାରଥୀ, ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଗଦାଧର ଦାସ, ସମ୍ପାଦକ ଘନଶ୍ୟାମ ସ୍ୱାଇଁ କିପରି ଜନ୍ମ ବାର୍ଷିକ ପୂର୍ବରୁ ପୀଠ ମନ୍ଦିର ର ସଫା ସୁତୁରା କରା ଯିବା ସହିତ ପୁଷ୍କରିଣୀ ର ସଫା ପାଇଁ ଗ୍ରାମବାୀମାନେ ସହଯୋଗ କରିବାକୁ ଅନୁରୋଧ କରିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ର ସମ୍ପାଦକ ନାରାୟଣ ମହାପାତ୍ର ଉପସ୍ଥିତ ହୋଇ ଭଜନ କାର୍ଯକ୍ରମ କୁ ପରିଚାଳନା ନିମନ୍ତେ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଥିଲେ,ଡ ମନୋରଞ୍ଜନ ପଟ୍ଟନା(ୟକ ଙ୍କ ନେତୃତ୍ଵ ରେ ମାଗଣା ହୋମିଓପାଥିକ ଚିକିତ୍ସା ସକାଳ ୧୦ଘଟିକା ରୁ ଆରମ୍ଭ କରାଯାଇ ୪ଟା ରେ ସାରିବା ପାଇଁ ସ୍ଥିର କରାଗଲା, ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢ଼ୀ ଙ୍କ ଦ୍ଵାରା ବେଦ ପାଠ ପରେ ନିମନ୍ତ୍ରିତ ଅତିଥି ମାନକ ଭକ୍ତ ଦାସିଆ ଙ୍କ ସ୍ମୃତି ଚାରଣ , =÷÷ଅଧ୍ୟ।ତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ କରାଯିବ, ଆଜିର କାର୍ଯ୍ୟକ୍ରମ ରେ ଅବନୀ କାନ୍ତ ପାଟସାଣି, ରୋହିତ କର, ରାଧା ମଣି ପ୍ରଧାନ, କବିନ୍ଦ୍ର ବେହେରା, ସଞ୍ଜୟ ସାହୁ, ଗିରିଧାରୀ ପଲେଇ, ଜୟକୃଷ୍ଣ ରାଉତ, ଲକ୍ଷ୍ମୀଧର ଲେଙ୍କା, ପଞ୍ଚୁ ଜେନା ରାଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ, ବରିଷ୍ଠ ସଦସ୍ୟ ଅବନୀ କାନ୍ତ ପା ଟ ଯୋଶୀ ସଭାପତି ଓ ଅନ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଭକ୍ତ ଦାସିଆ ବାଉରୀ ସ୍ମୃତି କମିଟି.
ଭକ୍ତ ଦାସିଆ ବାଉରୀ ଙ୍କ ଜନ୍ମ ବର୍ଷିକ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

