ପୁରୀ ଶ୍ରୀମନ୍ଦିରର ୧୯୦ କୋଟି ଟଙ୍କାର ବଳକା ବଜେଟ ଅନୁମୋଦିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ପୁରୀ: ପୁରୀ ଶ୍ରୀମନ୍ଦିରର ୧୯୦ କୋଟି ଟଙ୍କାର ବଳକା ବଜେଟକୁ ଅନୁମୋଦନ ମିଳିଛି। 

 

ବ୍ୟାଙ୍କ ଜମା ସୁଧରୁ ୩୭ ଓ ହୁଣ୍ଡିରି ୬ କୋଟି ଟଙ୍କା ଆୟ, ଖଣିରୁ ୭୦ କୋଟି ଟଙ୍କାର ଆୟ ପାଇଁ ଲକ୍ଷ୍ୟ ରଖାଯାଇଛି। ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ପାଇଁ ଖୁବଶୀଘ୍ର ହେବ ଡ୍ରେସ କୋଡ୍।

 

 

powered by social2s