ନଦୀରେ ମାଛ ଧରୁଥିବା ବେଳେ ଟାଣିନେଲା କୁମ୍ଭୀର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଯାଜପୁର: ନଦୀରେ ମାଛ ଧରୁଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର। ଯାଜପୁର ଜିଲ୍ଲା ତନ୍ତୀ ଘାଇ ଶାଖା ଚିଙ୍ଗୁଡ଼ିଆ ନାଳରେ ସାନ ଭାଇ ଆଗରେ ବଡ଼ ଭାଇକୁ ଟାଣିନେଲା କୁମ୍ଭୀର। ଯୁବକ ଜଣକ ହେଲେ କହରାଗଣ୍ଡ ଗାଁର ନିଶିକାନ୍ତ ମଲ୍ଲିକ।

powered by social2s