କଟକରେ ୫ ଲକ୍ଷ ଟଙ୍କାର ବାଣ ଜବତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ବିଡ଼ାନାସି ଗୋପାଳସାହି ରୁ ବିପୁଳ ପରିମାଣର ବାଣ ଜବତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରାୟ ୫ ଲକ୍ଷ ଟଙ୍କାର ବାଣ ଜବତ କଲା ବିଡ଼ାନାସି ପୋଲିସ। ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ।

powered by social2s