ଭୁବନେଶ୍ୱର: ଆସନ୍ତାକାଲି ପୂର୍ବାହ୍ନ ୧୧ ଟା ସମୟରେ ବସିବ ସର୍ବଦଳୀୟ ବୈଠକ। ଭୋଟର ତାଲିକା ପ୍ରସ୍ତୁତି ଓ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଉପରେ ହେବ ଆଲୋଚନା । ବିଜେଡି ରୁ ଯୋଗଦେବେ ବିଧାୟକ ଦେବୀପ୍ରସାଦ ମିଶ୍ର । ମିଶ୍ରଙ୍କ କହିବା ଅନୁଯାୟୀ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ବ ଦିଆଯିବ।
powered by social2s

