ଓଡିଶା ବନ୍ଦ ନୁହେଁ, କେବଳ ହରତାଳ କରିପାରିବ କଂଗ୍ରେସ: ହାଇକୋର୍ଟ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଆସନ୍ତାକାଲି ହେବାକୁ ୬ ଘଣ୍ଟିଆ ଓଡିଶା ବନ୍ଦ ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ତେବେ କେବଳ ଶାନ୍ତିପୂର୍ଣ୍ଣ ହରତାଳ କରିହେବ ବୋଲି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବସ, ଟ୍ରେନ ଓ ଗାଡି ଚଳାଚଳ ବନ୍ଦ କରାଯାଇ ପାରିବ ନାହିଁ। କଂଗ୍ରେସର ବନ୍ଦ ଡାକରା ନେଇ ଜଣେ ବ୍ୟବସାୟୀ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରିଥିଲେ। ଶିକ୍ଷୟିତ୍ରୀ ମମିତା ମେହେର ଙ୍କ ପରିବାର କୁ ନ୍ୟାୟ ଦେବାପାଇଁ ଏହି ବନ୍ଦ ଡାକରା ଦେଇଥିଲା କଂଗ୍ରେସ।

powered by social2s