ବିଏମସିର ସଂରକ୍ଷଣ ତାଲିକା ଚୁଡ଼ାନ୍ତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ( ବିଏମସି) ର ସଂରକ୍ଷଣ ତାଲିକା ଚୁଡ଼ାନ୍ତ ହୋଇଛି। ନଗର ଉନ୍ନୟନ ବିଭାଗ କୁ ବିଏମସି ପକ୍ଷରୁ ତାଲିକା ପ୍ରଦାନ କରାଯାଇଛି। ବଢ଼ିନି ୱାର୍ଡ ସଂଖ୍ୟା। ୨୦୧୧ ଜନସଂଖ୍ୟା ଅନୁସାରେ ହେବ ନିର୍ବାଚନ। ପୂର୍ବଭଳି ୬୭ ରେ ସିମୀତ ରହିବ ୱାର୍ଡ ସଂଖ୍ୟା। ତେବେ ବିଏମସିରେ ସାମିଲ ହେବ ୬ ଟି ପଞ୍ଚାୟତ। ସେଗୁଡ଼ିକ ହେଲା କଳାରାହାଙ୍ଗ, ସୁବୁଦ୍ଧିପୁର, ପାତ୍ରପଡ଼ା, ସଂକରପୁର, ଭଗବାନପୁର ଓ ପାଇକରାୟପୁର। ୬ଟି ୱାର୍ଡ ଏସସି, ୩ଟି ୱାର୍ଡ ଏସ୍ ଟି ଓ ୧୮ ଟି ୱାର୍ଡ ଓବିସିଙ୍କ ପାଇଁ ସଂରକ୍ଷିତ ରହିବ। ୨୦ ଟି ୱାର୍ଡ ମହିଳା ଙ୍କ ପାଇଁ ରହିବ ଓ ଅବଶିଷ୍ଟ ୨୦ ୱାର୍ଡ ଅଣ ସଂରକ୍ଷିତ।

powered by social2s