ଆଜିଠୁ ନନ୍ଦନକାନନ ରେ ଗଡିବ ଟୟ ଟ୍ରେନ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ଚିଡ଼ିଆଖାନା ରେ ଚାଲିବ ଟୟ ଟ୍ରେନ୍ । ପ୍ରାଥମିକ ଭାବେ ଦିନକୁ ୬ ଥର ଚାଲିବ ଟୟ ଟ୍ରେନ୍ ।ସକାଳ ୧୦ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ରହିବ ୬ ଟି ଟ୍ରିପ୍। ପ୍ରତି ୧ ଘଣ୍ଟା ଅନ୍ତରରେ ରହିବ ଗୋଟିଏ ଲେଖାଏଁ ଟ୍ରିପ୍ । ଟୟ ଟ୍ରେନ୍ ଚାଲିବାର ଅଧ ଘଣ୍ଟାଏ ପୂର୍ବରୁ ମିଳିବ ଟିକେଟ ।

powered by social2s