ଭୁବନେଶ୍ୱର: ଓଡ଼ିଶାର ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରତିକ୍ରିୟା ରଖି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ ରାଜ୍ୟରେ ନିଶା କାରବାର ବଢ଼ିଛି। ରାଜ୍ୟପାଳ କହିବା ଅନୁଯାୟୀ, ନିଶା ସେବନ ଯୋଗୁଁ ଶିଶୁ ମାନେ ପ୍ରଭାବିତ ହେଉଛନ୍ତି। ତେଣୁ ପୋଲିସ ଶିଶୁଙ୍କ ଜୀବନ ରକ୍ଷା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି ଭୁବନେଶ୍ୱର ସ୍ଥିତ ପୋଲିସ ଏକାଡେମୀ ର ଦିକ୍ଷାନ୍ତ ଉତ୍ସବରେ ଯୋଗଦେଇ ସେ ପ୍ରକାଶ କରିଛନ୍ତି।
powered by social2s

