ଭୁବନେଶ୍ୱର: ଆଜିଠୁ ଓଡ଼ିଶାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।ମୁକ୍ତାକାଶ ରଙ୍ଗମଞ୍ଚ ଓ ପଥପ୍ରାନ୍ତ କୁ ଅନୁମତି ମିଳିଛି ।ସାଂସ୍କୃତିକ କାର୍ଯ୍ୟକ୍ରମ,ଯାତ୍ରା ଓ ଅପେରା ଗୁଡ଼ିକୁ କୋଭିଡ ଗାଇଡ ଲାଇନ ଅନୁସାରେ ଚାଲିପାରିବ ।ସ୍ଥାନୀୟ ପ୍ରଶାସନର ଅନୁମତି ରେ ଆୟୋଜନ କରିହେବ ଯାତ୍ରା ଓ ଅପେରା ।
powered by social2s

