ଭୁବନେଶ୍ୱର: ଆସନ୍ତା ୨ ରୁ ୩ ଦିନ ଯାଏଁ ଓଡ଼ିଶାରେ ଲାଗି ରହିବ କୋହଲା ପାଗ ।ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨ ରୁ ୩ ଦିନ ଯାଏ ବଢିବ ରାତିର ତାପମାତ୍ରା । ତେବେ ୪ ଦିନ ଯାଏ ଶୀତର ବିଶେଷ ପ୍ରଭାବ ଜଣା ପଡ଼ିବ ନାହିଁ ।
powered by social2s

