ଭୁବନେଶ୍ୱର: ସୟଦ ମମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଯଦୁପୁର, ଭୁବନେଶ୍ୱର ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଖୋର୍ଦ୍ଧା ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ 2021 ଅନୁଷ୍ଠିତ ହୋଇଯାଇଅଛି l ଏହାର ମୁଖ୍ୟ ପ୍ରସଙ୍ଗ/ ଶୀର୍ଷକ ହେଉଛି ପୋଷଣୀୟ ଜୀବନ ଧାରଣ ବିକାଶ ରେ ବିଜ୍ଞାନ (Science For Sustainable Living) l ଏହି ଏହି ପ୍ରତିଯୋଗୀତାରେ 52 ଟି ବିଦ୍ୟାଳୟ ର ଶିଶୁ ବିଜ୍ଞାନୀ ଅଂଶଗ୍ରହଣ କରିଥିଲେ l 5 ଟି ଶ୍ରେଷ୍ଠ ସନ୍ଦର୍ଭ/ପ୍ରକଳ୍ପ କୁ ରାଜ୍ୟ ସ୍ତରକୁ ମନୋନୀତ କରାଯାଇଅଛି l
5 ଶ୍ରେଷ୍ଠ ଶିଶୁ ବିଜ୍ଞାନୀ
1-ଶୁଭଶ୍ରୀ ସାହୁ, ସୁଶୀଳା ଦେବି ପ୍ରଗତି ସରକାରୀ ଉଚ୍ଚ ବିଦ୍ୟାଳୟ, ବାଛେରା, ଜଟଣୀ
2- ସଂଯୁକ୍ତା ସାହୁ, ସରକାରୀ ଉଚ୍ଚ ବିଦ୍ୟାଳୟ, ବାଳୁଙ୍ଗା
3-ଆଦିତ୍ୟ ପ୍ରସାଦ ବରାଳ, ଏସ ଡ଼ି ଏ ହାୟର ସେକେଣ୍ଡାରୀ ସ୍କୁଲ ଖୋର୍ଦ୍ଧା
4-ପ୍ରିୟାଂଶୀ ରାଉତରାୟ, ସୟଦ ମମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଯଦୁପୁର, ଭୁବନେଶ୍ୱର
5-ଓମ ଶ୍ରୀ ରାଣବୀର ସିଂ, କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ, ୟୁନିଟ 3, ଭୁବନେଶ୍ୱର।
୨୯ ତମ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

