ଓଡ଼ିଶାରେ ଗାଡ଼ି ବେଗରେ ଲାଗିଲା କଟକଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଓଡ଼ିଶାରେ ଗାଡ଼ି ବେଗରେ ଲାଗିଲା କଟକଣା ଭୁବନେଶ୍ୱର: ଓଡ଼ିଶାରେ ବିଭିନ୍ନ ଗାଡ଼ି ପାଇଁ ନିର୍ଦ୍ଧାରିତ ହେଲା ସର୍ବୋଚ୍ଚ ବେଗ ସୀମା। ଏଣିକି ଅଟୋ ବା ଡାଲା ଅଟୋ ପାଇଁ ୪ ଲେନ୍‌ ରାସ୍ତାରେ ସର୍ବୋଚ୍ଚ ବେଗ ୪୦ କିମି। ଅନ୍ୟ ସବୁ ରାସ୍ତାରେ ଅଟୋ ବା ଡାଲା ଅଟୋ ପାଇଁ ସର୍ବୋଚ୍ଚ ବେଗ ୩୦ କିମି ରଖାଯାଇଛି। କାର୍‌: ୪ ବା ଅଧିକ ଲେନ୍‌ ରାସ୍ତାରେ ସର୍ବୋଚ୍ଚ ବେଗ ୧୦୦ କିମି। କାର୍‌: ଜାତୀୟ ବା ରାଜ୍ୟ ରାଜପଥରେ ସର୍ବୋଚ୍ଚ ବେଗ ୬୦ କିମି। କାର୍‌: ସହରାଞ୍ଚଳର ଯେକୌଣସି ରାସ୍ତାରେ ସର୍ବୋଚ୍ଚ ବେଗ ୫୦ କିମି।

powered by social2s