ଭୁବନେଶ୍ୱର: ଆଜି ଝାରସୁଗୁଡ଼ା ଜିଲ୍ଲା ର ବିର ସୁରେନ୍ଦ୍ର ସାଇ ବିମାନ ବନ୍ଦରରେ ପାଳନ ହେବ ଉଡ଼ାନ ଉତ୍ସବ। ଆଜି ଝାରସୁଗୁଡ଼ା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ଜ୍ୟୋତି ଆଦିତ୍ୟ ସିନ୍ଧିଆ। ମନ୍ତ୍ରୀଙ୍କ ସହ ବିମାନ ରେ ଉଡ଼ିବେ ଠକର ବାବା ଆଶ୍ରମର ୧୮ ଅସହାୟ ଶିଶୁ।
powered by social2s