କାଲି ଅବପାତର ରୂପ ନେଇପାରେ ଲଘୁଚାପ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ କାଲି ଅଵପାତରେ ପରିଣତ ହେବା ପରେ ସଠିକ ରୂପରେଖ କହି ହେବ। କେଉଁଠି ମାଡ଼ ହେବ ଓ କେତେ ତୀବ୍ରତା ରହିବ କାଲି ସ୍ପଷ୍ଟ ହେବ ବୋଲି IMD ସୂଚନା ଦେଇଛନ୍ତି। ଡିସେମ୍ବର ୨ ତାରିଖ ଯାଏ ପାଗ ଅନୁକୂଳ ଅଛି ଧାନ କାଟି ଆଣିବାକୁ ଚାଷୀଙ୍କୁ ପରାମର୍ଶ। ଆସନ୍ତା ୪ ରେ ବଢିବ ବର୍ଷା ପବନ।

powered by social2s