ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ଅନୁଷ୍ଠାନ ୱାଲ୍ଡ ପିସ ଫେଡରେଶନ ଓ ୱାଲ୍ଦ ହ୍ୟୁମାନ ରାଇଟ୍ସ ଅର୍ଗାନାଇଯେସନ, ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଡ ନାରାୟଣ ମହାପାତ୍ର ଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛନ୍ତି।
ପୂର୍ବରୁ ମଧ୍ୟ ବହୁ ଜାତୀୟ ଓ ଅର୍ନ୍ତଜାତୀୟ ଅନୁଷ୍ଠାନ ପକ୍ଷରୁ ମଧ୍ୟ ଡ ମହାପାତ୍ର ଙ୍କୁ ସମାଜସେବା କ୍ଷେତ୍ରରେ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି, #,ହ୍ୟୁମାନଟିଜ ଓ ଶକ୍ତି ଏଜୁକେସନ ଟ୍ରଷ୍ଟ, ଏକାଡେମି ଅଫ ହ୍ବିସ୍ପର ଆଣ୍ଡ ଆର୍ଟ ଆରବ, ବ୍ଲାଙ୍କୋଫାନଟାସଟୀକା ଜଦାର, କ୍ରୋଏସିଆ #ପ୍ରିକ୍ସଟନ ଚର୍ଚ୍ଚ ଓ ୟୁନିଭରସିଟି, ଫ୍ଲୋରିଡା ଓ ଇଣ୍ଟରନେସନାଲ ଅରଗାନାଇଯେସନ ଅଫ କଳଚର, ହିମାନିଟୀ ଏବଂ ସାଇନ୍ସ, "ଡାଇନାମିକ ପିସ ରେସ୍କ୍ୱ ମିଶନ ଇଣ୍ଟର ନେସନାଲ", ନାଇଜେରିଆ, ଇଜିପ୍ଟ, ଫିଲିପାଇନସ,ଉନିଅନ୍ ଅଫ କଲଚର ଏବଂ ୱାଲ୍ଡ ପିସ, ଜର୍ମାନୀ ବର୍ଲିନ ଓ ଅଲ ବାୟନ୍ ନିୟୁଜ ପେପର ଆଣ୍ଡ ହ୍ୟୁମାନଟେରୀ ନମଲ ଜିୱାନନନ୍ଦ ଫାଉଣ୍ଡେସନ ଶ୍ରୀଲଙ୍କା, ମନମ ଫାଉଣ୍ଡେସନ ଆନ୍ଧ୍ର ପ୍ରଦେଶ ମଧ୍ୟ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ, ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶାଙ୍କୁ ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ।
ୱାଲ୍ଡ ପିସ ଫେଡରେଶନ ଓ ୱାଲ୍ଦ ହ୍ୟୁମାନ ରାଇଟ୍ସ ଅର୍ଗାନାଇଯେସନ ପକ୍ଷରୁ ଡ ନାରାୟଣ ମହାପାତ୍ର ଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

