ଖୋର୍ଦ୍ଧା: ମାସ୍କ ଚେକିଂ କଡ଼ାକଡ଼ି କରିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ନିଷ୍ପତି। ମାସ୍କ ନ ପିନ୍ଧିଲେ ଫାଇନ ଆଦାୟ କରିବାକୁ ଦିଆଯାଇଛି ନିର୍ଦେଶ। ନାଇଟ କର୍ଫିଉ ମଧ୍ୟ କଡାକଡି କରିବାକୁ ନିର୍ଦେଶ। ରାତି ୧୦ ଟା ସୁଦ୍ଧା ବନ୍ଦ ହେବ ଦୋକାନ। ରାଜ୍ୟରେ ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଦେଶ ରେ ଆଜି ଦୁଇ ଜଣ ଓମିକ୍ରମ ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇଛି।
powered by social2s

